ଜଙ୍ଗଲ କେବଳ ଗଛମାନଙ୍କର ଗୋଟିଏ ସମାହାର ନୁହେଁ। ଜଙ୍ଗଲ ହେଉଛି ପର୍ବତ, ଝରଣା, ବୃକ୍ଷଲତା, ଜୀବଜନ୍ତୁ ସମେତ ଜଙ୍ଗଲ ସହିତ ଯୋଡି ହୋଇରହିଥିବା ମଣିଷ, ସେମାନଙ୍କର ସଂସ୍କୃତି, ପରମ୍ପରା, ରୀତିନୀତିର ଏକ ପରିସଂସ୍ଥାନିକ ସମାହାର। ଜଙ୍ଗଲ ଓ ମଣିଷର ସମ୍ପର୍କ ଯୁଗ ଯୁଗରୁ ରହିଛି। ‘ଜଙ୍ଗଲ ସୁରକ୍ଷା’, ‘ଜଙ୍ଗଲ ପରିଚାଳନା’, ଇତ୍ୟାଦି-...
ସମ୍ପାଦକୀୟ .. .. ..
read more