ସୂଚୀପତ୍ର – ଏହି ସଂଖ୍ୟାରେ
Sub Heading
Sub Heading
Sub Heading
Sub Heading
Sub Heading
Sub Heading
ସମ୍ପାଦକୀୟ.. .. ..
ବନବରତାର ଏହି ସଂସ୍କରଣଟି ପାରମ୍ପରିକ ଗୋଷ୍ଠୀ ଜଙ୍ଗଲ ସୁରକ୍ଷା ଓ ପରିଚାଳନାର ଦୃଢ଼ ଧାରଣା ଉପରେ ଆଧାରିତ: ଯେଉଁମାନେ ଜଙ୍ଗଲ ଭିତରେ ଓ ପରିପାର୍ଶ୍ୱରେ ବାସ କରନ୍ତି, ସେମାନେ ହିଁ ଜଙ୍ଗଲର ସର୍ବୋତ୍ତମ ରକ୍ଷକ । ଆମେ ଏହାକୁ ଗୋଷ୍ଠୀଗତ ଜଙ୍ଗଲ ସଂରକ୍ଷଣ ବୋଲି କହୁ । ଏହା ହେଉଛି ଗ୍ରାମବାସୀଙ୍କର ଏକ ପାରମ୍ପରିକ ଅଭ୍ୟାସ- ସେମାନେ ନିଜେ ଏକାଠି ହୋଇ ନିଜ ଜଙ୍ଗଲକୁ ସୁରକ୍ଷା କରିବା, ଜଙ୍ଗଲରୁ ସଂଗୃହୀତ ବନଜାତ ଦ୍ରବ୍ୟକୁ କିପରି ଉପଯୋଗ କରାଯାଇପାରିବ ତାହାର ନିୟମ ତିଆରି କରିବା, ବେଆଇନ ଜଙ୍ଗଲ କାଟିବାକୁ ରୋକିବା ଓ ଶିକାର ବନ୍ଦ କରିବା ଏବଂ...
ସଂଖ୍ୟା ୯୧
ଅଧିକାର
ଜଙ୍ଗଲ ଅଧିକାର ଆଇନ୍ : କିଛି ମନ୍ତବ୍ୟ
ମାର୍ଚ୍ଚ ୩୧ ତାରିଖକୁ ବିଶ୍ୱ ଜଙ୍ଗଲ ଦିବସ ଭାବରେ ପାଳନ କରାଯାଏ । ଏଥିପାଇଁ ଚଳିତ ବର୍ଷର ପ୍ରସଙ୍ଗ ଥିଲା “ଜଙ୍ଗଲ ଓ ଅର୍ଥନୀତି” । ଏହି ପ୍ରସଙ୍ଗଟିର ଗୁରୁତ୍ୱ ଖୁବ୍ ବେଶୀ । ବିଭିନ୍ନ ପ୍ରକାର ଭିତ୍ତିଭୂମି ବିକାଶ ପାଇଁ, ସହର ଓ ଶିଳ୍ପ ପାଇଁ ଅନେକ ସମୟରେ ଜଙ୍ଗଲ ଜମିକୁ ବ୍ୟବହାର କରିବାକୁ ପଡେ । ଏହାଦ୍ୱାରା ଜଙ୍ଗଲର...
ସାମୂହିକ ସମ୍ବଳର ରକ୍ଷକ : ଓଡ଼ିଶାରେ ଗୋଷ୍ଠୀ ପରିଚାଳିତ ସଂରକ୍ଷଣ
ପୃଷ୍ଠଭୂମି: ତୃଣମୂଳସ୍ତରରୁ ସଂରକ୍ଷଣ ଓଡ଼ିଶା ଭାରତର ସାମୂହିକ ନେତୃତ୍ୱରେ ଜଙ୍ଗଲ ସଂରକ୍ଷଣର ସବୁଠାରୁ ଜୀବନ୍ତ ପରିଦୃଶ୍ୟ ସୃଷ୍ଟି କରି ପାରିଛି । ଏଭଳି ଏକ ପ୍ରାକୃତିକ ପରିଦୃଶ୍ୟ ଯେଉଁଠି ପାରିସ୍ଥିତିକ (ecosystem) ଜ୍ଞାନ, ସାଂସ୍କୃତିକ ପରିଚୟ ଓ ଗଣତାନ୍ତ୍ରିକ ଅନୁଶାସନର ସୁନ୍ଦର ସଂଯୋଗ ଘଟିଛି । ରାଜ୍ୟ ସରକାରଙ୍କ ଦ୍ୱାରା...
ଜଙ୍ଗଲ
ଜଙ୍ଗଲ ସଂରକ୍ଷଣ – ଯେଉଁଠି ପ୍ରକୃତି, ବିଜ୍ଞାନ ଓ ଜନସାଧାରଣ ସମସ୍ତେ ଗୁରୁତ୍ୱପୂର୍ଣ୍ଣ
ଜଙ୍ଗଲ ସଂରକ୍ଷଣ: ଏହାର ପ୍ରକୃତ ଅର୍ଥ କ’ଣ ? ଏହାର ଅର୍ଥ ସୁନିଶ୍ଚିତ କରିବା ନୁହେଁ ଯେ , ଜଙ୍ଗଲରେ ଯାହାର ସଂରକ୍ଷଣ କରାଯିବ ତାହାର ଭୌତିକ ପରିମାଣ ଓ ଗୁଣବତ୍ତାରେ କୌଣସି ମଧ୍ୟ ବାହ୍ୟ ପ୍ରବହ କାରଣରୁ କେବେ କୌଣସି ପ୍ରକାର ପରିବର୍ତ୍ତନ ନ ହେଉ? ତାହା ସେହିଭଳି ଅପରିବର୍ତ୍ତୀତ ରହିବା ଉଚିତ୍, ବନ ସଂରକ୍ଷଣର ଏହା ହିଁ ଅର୍ଥ...
ଜୀବନ ଜୀବିକା
ଭାରତରେ ଗୋଷ୍ଠୀ ସଂରକ୍ଷିତ କ୍ଷେତ୍ରଗୁଡ଼ିକର ପୃଷ୍ଠଭୂମି ଓ ବିକାଶ
ଉପକ୍ରମ ଗୋଷ୍ଠୀ ସଂରକ୍ଷିତ କ୍ଷେତ୍ର (କମ୍ୟୁନିଟି କନ୍ଜରଭଡ୍ ଏରିଆ-CCA) – ଏହି ଶବ୍ଦର ବ୍ୟବହାର କିଛି ଦଶକ ପୁରୁଣା ହୋଇପାରେ; କିନ୍ତୁ ଭାରତରେ ଏହାର ପ୍ରଚଳନ ମନୁଷ୍ୟର ଇତିହାସ ପରି ପୁରୁଣା ଅଟେ । ପାରମ୍ପରିକ ସଂରକ୍ଷଣ ପଦ୍ଧତି ଓ କୌଶଳ ବିକାଶ ଲାଭ କରିବାର ଅନେକ ପୂର୍ବରୁ ସିସିଏର ଅସ୍ତିତ୍ୱ ଥିଲା ଏବଂ ତାହା ଉପରୋକ୍ତ...
ସମ୍ପାଦନା ମଣ୍ଡଳୀ
ଅରବିନ୍ଦ ରାଉତ
ସମ୍ପାଦକ
ତୁଷାର ଦାଶ
ଉପଦେଷ୍ଟା ମଣ୍ଡଳୀ
ନିବେଦିତା ପଣ୍ଡା
ଉପଦେଷ୍ଟା ମଣ୍ଡଳୀ

